ଡିସିପି ଅଫିସ ସାମ୍ନାରେ ଅଭିନେତା କଳି

ଭୁବନେଶ୍ୱର : ଉଗ୍ର ହେଉଛି ଅଭିନେତା କଳି । ଡିସିପି ଅଫିସ ସାମ୍ନାରେ ଚାଲିଲା ହାଇଡ୍ରାମା । ସିନେମା ନିର୍ଦେଶକ ବବି ଇସଲାମ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଜୋର ଧରିଲା ଵାକଯୁଦ୍ଧ । ଶେଷରେ ହାତାହାତି ଯାଏଁ ବି କଥା ଗଲା । ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କଲା ଚନ୍ଦ୍ରଶେଖରପୁର ପୋଲିସ । ଆଜି ଘଟଣାର ଆପୋଷ ସମାଧାନ ପାଇଁ ଉଭୟଙ୍କୁ ଡ଼କାଇଥିଲା କମିଶନରେଟ ପୋଲିସ । ଏକ ଫିଲ୍ମର ଟାଇଟେଲକୁ ନେଇ […]

Samaya Live Picture
Published On

ଭୁବନେଶ୍ୱର : ଉଗ୍ର ହେଉଛି ଅଭିନେତା କଳି । ଡିସିପି ଅଫିସ ସାମ୍ନାରେ ଚାଲିଲା ହାଇଡ୍ରାମା । ସିନେମା ନିର୍ଦେଶକ ବବି ଇସଲାମ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଜୋର ଧରିଲା ଵାକଯୁଦ୍ଧ । ଶେଷରେ ହାତାହାତି ଯାଏଁ ବି କଥା ଗଲା । ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କଲା ଚନ୍ଦ୍ରଶେଖରପୁର ପୋଲିସ । ଆଜି ଘଟଣାର ଆପୋଷ ସମାଧାନ ପାଇଁ ଉଭୟଙ୍କୁ ଡ଼କାଇଥିଲା କମିଶନରେଟ ପୋଲିସ । ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କୁ ଥାନାକୁ ଡକାଯାଇଥିଲା । ଏହି ସମୟରେ ଉଭୟେ ଆକ୍ଷେପ ପ୍ରତି ଆକ୍ଷେପ ପରେ ଉତ୍ୟକ୍ତ ହୋଇ ପଡ଼ିଥିଲେ ମନୋଜ ମିଶ୍ର ।

Tags: