ଛୁଟିରେ ସ୍କୁଲ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ। ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ। ଘରୋଇ ସ୍କୁଲ ମାଲିକଙ୍କୁ ତାଗିଦ କଲେ ସରକାର। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନିଆଯିବ ଆକ୍ସନ। ଗ୍ରୀଷ୍ମପ୍ରବାହ ପାଇଁ ଜାରି ହୋଇଛି ଏସଓପି। ସରକାରଙ୍କ ଏହି ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଏସଓପି ନମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଅତି ଆବଶ୍ୟକ ନଥିଲେ […]

ଛୁଟିରେ ସ୍କୁଲ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ
Samaya Live Picture
Published On

ଭୁବନେଶ୍ୱର:ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ। ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ। ଘରୋଇ ସ୍କୁଲ ମାଲିକଙ୍କୁ ତାଗିଦ କଲେ ସରକାର। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନିଆଯିବ ଆକ୍ସନ।
ଗ୍ରୀଷ୍ମପ୍ରବାହ ପାଇଁ ଜାରି ହୋଇଛି ଏସଓପି। ସରକାରଙ୍କ ଏହି ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଏସଓପି ନମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ଅପିଲ କରାଯାଇଛି। ଅଂଶୁଘାତ ୱାର୍ଡ ପ୍ରସ୍ତୁତ ରଖିବାକୁ CHC ଓ PHCକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Tags: