ଭୂଷଣ କାରଖାନାରେ ଅଘଟଣ

ସମ୍ବଲପୁର: ଜାନୁଆରୀ ୨୧: ସମ୍ବଲପୁର ସମ୍ବଲପୁର ଜେଏସ୍ଡବ୍ଲୁ ଭୂଷଣ କ।ରଖ।ନ।ରେ ବଡ ଧରଣର ଅଘଟଣ । ଭୁଶୁଡିଗଲା କ।ରଖ।ନ।ର ପେଲେଟ୍ ପ୍ଲ।ଣ୍ଟର ସ୍ଲରି ପଣ୍ଡ। ବିର।ଟ ଅଞ୍ଚଳକୁ ଏହି ପଣ୍ଡର ତରଳ ୱେଷ୍ଟେଜ ଲୁହ।ଗୁଣ୍ଡ ମ।ଡି ଯାଇଛି। ନିକଟ ବ।ଞ୍ଜିବେର୍ଣ। ଗ।ଁକୁ ଏହି ବିଷ।କ୍ତ ବର୍ଜ୍ୟ ମ।ଡିଯିବ। ଯୋଗୁଁ ସ୍ଥ।ନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି। ଏହାର ପ୍ରଭାବରେ ନିକଟସ୍ଥ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହିତ ଏକ ପୋଖରୀରେ ଏହାର ବିଷାକ୍ତ ଜଳ ପ୍ରବେଶ କାରଣରୁ […]

Samaya Live Picture
Published On

ସମ୍ବଲପୁର: ଜାନୁଆରୀ ୨୧: ସମ୍ବଲପୁର ସମ୍ବଲପୁର ଜେଏସ୍ଡବ୍ଲୁ ଭୂଷଣ କ।ରଖ।ନ।ରେ ବଡ ଧରଣର ଅଘଟଣ । ଭୁଶୁଡିଗଲା କ।ରଖ।ନ।ର ପେଲେଟ୍ ପ୍ଲ।ଣ୍ଟର ସ୍ଲରି ପଣ୍ଡ। ବିର।ଟ ଅଞ୍ଚଳକୁ ଏହି ପଣ୍ଡର ତରଳ ୱେଷ୍ଟେଜ ଲୁହ।ଗୁଣ୍ଡ ମ।ଡି ଯାଇଛି। ନିକଟ ବ।ଞ୍ଜିବେର୍ଣ। ଗ।ଁକୁ ଏହି ବିଷ।କ୍ତ ବର୍ଜ୍ୟ ମ।ଡିଯିବ। ଯୋଗୁଁ ସ୍ଥ।ନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି। ଏହାର ପ୍ରଭାବରେ ନିକଟସ୍ଥ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହିତ ଏକ ପୋଖରୀରେ ଏହାର ବିଷାକ୍ତ ଜଳ ପ୍ରବେଶ କାରଣରୁ ମାଛ ମରି ଭାଶୁଥିବା ଦେଖାଯାଇଛି। ଆହୁରି ମଧ୍ୟ ଏକ କୁକୁଡା ଫାର୍ମ ମଧ୍ୟ ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥ। ହେଉଛି ଯେ, ଏହ।କୁ ଅଟକାଇବାରେ କର୍ତ୍ତୃପକ୍ଷ ସଫଳ ହୋଇନଥିବ।ରୁ ଏହ। ସମ୍ବଲପୁର-ଝ।ରସୁଗୁଡ। ତୈଳପଥ ଉପରକୁ ମ।ଟି ଯିବ।ର ଆଶଙ୍କ। ସୃଷ୍ଟି ହେଲ।ଣି । ଆଉ ଯଦି ଏହି ସିଲଟି ରେଳପଥ ଉପରକୁ ମ।ଡିଗଲ।, ତ।ହେଲେ ଏହି ରେଳପଥରେ ଟ୍ରେନ୍ ଚଳ।ଚଳ ବ୍ୟ।ହତ ହେବ । ଜେଏସଡବ୍ଲୁ ଭୂଷଣ ଷ୍ଟିଲ ପକ୍ଷରୁ ଏହି ଘଟଣ।କୁ ସ୍ବୀକ।ର କର।ଯ।ଇଛି । କ୍ଷତି ସହିଥିବ। ଚ।ଷୀଙ୍କ ସହ ଆଲୋଚନ। ଚ।ଲିଥିବ। ଓ ସେମ।ନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ କୁହ।ଯ।ଇଛି।