SCB ରେ AC ଅଚଳ !
କଟକ : କଟକ ବଡ଼ ଡାକ୍ତରଖାନାରେ ଅବ୍ୟବସ୍ଥା I ପ୍ରଚଣ୍ଡ ହିଟୱେଭ ସତ୍ତ୍ୱେ ଏସସିବି ନନ ଟ୍ରମା ସେଣ୍ଟରରେ ଲାଗିଥିବା ଏସି ଗୁଡିକ ଅଚଳ ହୋଇ ପଡିଛି I ଏଠାରେ ମୁଖ୍ୟତଃ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସା ହୋଇଥାଏ I ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ରୋଗୀମାନଙ୍କ ସହିତ ସମ୍ପର୍କୀୟ ମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି I ତେବେ ମେଣ୍ଟେନାନ୍ସ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏହି ଅବସ୍ଥା ଉପୁଜିଛି ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନ ଦେଇଛନ୍ତି […]
କଟକ : କଟକ ବଡ଼ ଡାକ୍ତରଖାନାରେ ଅବ୍ୟବସ୍ଥା I ପ୍ରଚଣ୍ଡ ହିଟୱେଭ ସତ୍ତ୍ୱେ ଏସସିବି ନନ ଟ୍ରମା ସେଣ୍ଟରରେ ଲାଗିଥିବା ଏସି ଗୁଡିକ ଅଚଳ ହୋଇ ପଡିଛି I ଏଠାରେ ମୁଖ୍ୟତଃ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସା ହୋଇଥାଏ I ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ରୋଗୀମାନଙ୍କ ସହିତ ସମ୍ପର୍କୀୟ ମାନେ ମଧ୍ୟ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି I ତେବେ ମେଣ୍ଟେନାନ୍ସ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏହି ଅବସ୍ଥା ଉପୁଜିଛି ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନ ଦେଇଛନ୍ତି I




