ହଟିବ ଅଦରକାରୀ ଆଇନ : ମନ୍ତ୍ରୀ
ଭୁବନେଶ୍ୱର : ହଟିବ ଅଦରକାରୀ ଆଇନ । ଖୁବ୍ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ’ରିଭିଜନ କମିଶନ । ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଅଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେଥିପାଇଁ ରାସ୍ତା ଖୋଲିବ । ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନବିନ୍ୟାସ ଆବଶ୍ୟକତା ଅଛି । ତେଣୁ ମାସେ ଦେଢ […]
ଭୁବନେଶ୍ୱର : ହଟିବ ଅଦରକାରୀ ଆଇନ । ଖୁବ୍ଶୀଘ୍ର ରାଜ୍ୟ ସରକାର ଗଠନ କରିବେ ଲ’ରିଭିଜନ କମିଶନ । ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଅଛି ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେଥିପାଇଁ ରାସ୍ତା ଖୋଲିବ । ଯେଉଁ ଆଇନ ଉପରେ ପର୍ଯ୍ୟବେସିତ ହୋଇ ସରକାର ଚାଲେ ସେସବୁ ଆଇନ ଗୁଡିକର ନବୀକରଣ ବା ପୁନବିନ୍ୟାସ ଆବଶ୍ୟକତା ଅଛି । ତେଣୁ ମାସେ ଦେଢ ମାସ ଭିତରେ ଏହା ଗଠନ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
Tags:




