ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ ସୂଚନା। ଯୋଗ୍ୟ ହିତାଧୀକାରୀ ହେବେ ସାମିଲ ଅଯୋଗ୍ୟ ବାଦ ପଡ଼ିବେ। ଯେଉଁ ମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ। ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ। ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ। ଗରିବ ଲୋକ ଫିଙ୍ଗର ପ୍ରିଣ୍ଟ ରହିବ। ଆଧାର ସଂଯୋଗ କରାଯିବ। ବାପା ପୁଅ ଭିନ୍ନ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ ସୂଚନା। ଯୋଗ୍ୟ ହିତାଧୀକାରୀ ହେବେ ସାମିଲ ଅଯୋଗ୍ୟ ବାଦ ପଡ଼ିବେ। ଯେଉଁ ମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ଯୋଗ୍ୟ ବିବେଚିତ ହେବେ।
ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ। ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ। ଗରିବ ଲୋକ ଫିଙ୍ଗର ପ୍ରିଣ୍ଟ ରହିବ। ଆଧାର ସଂଯୋଗ କରାଯିବ।
ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ।ବିକଳାଙ୍ଗ, ବିଧବା ଙ୍କୁ ଘର ଦିଆଯିବ। ଯଦି କୌଣସି ଗାଁ ରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ଗାଁ ଭଳି କ୍ଲଷ୍ଟର କରାଯାଇ ଘର ଦିଆଯିବ। ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ।
ଆନୁଷଙ୍ଗିକ ବ୍ୟବସ୍ଥା ଦିଆଯିବ। ପୁର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁଁ ଅନେକ ହିତାଧିକାରୀ ବାଦ ପଡ଼ି ଥାଆନ୍ତି। ବିଗତ ଦିନରେ ଯେଉଁ ମାନେ ଯୋଗ୍ୟ ବଞ୍ଚିତ ହୋଇଛନ୍ତି ସେମାନେ ପାଇବେ। ଏଥିପାଇଁ ବିଭାଗର କର୍ମକର୍ତ୍ତା ତାଲିମ ନେବେ। ୨ ମାସ ଭିତରେ ସରିବ।




