ରାଜ୍ୟ ବିଜେପିରେ ଖୁସିର ଲହରୀ
ଭୁବନେଶ୍ୱର : ବାହାରୁଛି ନିର୍ଵାଚନ ଫଳ ଆଉ ଆଗେଇ ଚାଲୁଛି ଭାରତୀୟ ଜନତା ପାର୍ଟି (ବିଜେପି) । ଓଡ଼ିଶାର ବିଧାନସଭା ଆସନରେ ବିଜେପି ଦ୍ରୁତ ଗତିରେ ଆଗେଇ ଚାଲୁଥିବାବେଳେ ବିଜେଡି ପଛରେ ପଡିଛି । ବିଧାନସଭାର ୧୪୭ ଆସନ ପାଇଁ ଟ୍ରେଣ୍ଡରେ ରହିଛି ବିଜେପି । ବର୍ତ୍ତମାନର ସୂଚନା ଅନୁସାରେ, ୧୪୭ ଆସନ ମଧ୍ୟରୁ ବିଜେପି ୭୨ ଟି ଆସନ , ବିଜେଡି ୫୭, କଂଗ୍ରେସ ୧୫ ଓ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନ ପାଇଛନ୍ତି । […]
ଭୁବନେଶ୍ୱର : ବାହାରୁଛି ନିର୍ଵାଚନ ଫଳ ଆଉ ଆଗେଇ ଚାଲୁଛି ଭାରତୀୟ ଜନତା ପାର୍ଟି (ବିଜେପି) । ଓଡ଼ିଶାର ବିଧାନସଭା ଆସନରେ ବିଜେପି ଦ୍ରୁତ ଗତିରେ ଆଗେଇ ଚାଲୁଥିବାବେଳେ ବିଜେଡି ପଛରେ ପଡିଛି । ବିଧାନସଭାର ୧୪୭ ଆସନ ପାଇଁ ଟ୍ରେଣ୍ଡରେ ରହିଛି ବିଜେପି । ବର୍ତ୍ତମାନର ସୂଚନା ଅନୁସାରେ, ୧୪୭ ଆସନ ମଧ୍ୟରୁ ବିଜେପି ୭୨ ଟି ଆସନ , ବିଜେଡି ୫୭, କଂଗ୍ରେସ ୧୫ ଓ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନ ପାଇଛନ୍ତି । ୧୪୭ ଆସନରୁ ବିଜେପି ୭୪ଟି ଆସନ ପାଇବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଆଗ୍ରହ ଆହୁରି ବଢି ଚାଲିଛି ।
ଆଗୁଆ/ବିଜୟୀ: ୧୪୭/ ମୋଟ:୧୪୭
ଦଳ ଆଗୁଆ ବିଜୟୀ ମୋଟ
ଭାଜପା ୭୨ ୦ ୭୫
ବିଜେଡି ୫୭ ୦ ୫୭
କଂଗ୍ରେସ ୧୫ ୦ ୧୨
ଅନ୍ୟାନ୍ୟ ୩ ୦ ୩




