ପୁରୀରୁ ସୋନପୁରକୁ ଗଡିବ ଟ୍ରେନ
ଭୁବନେଶ୍ୱର : ଏଣିକି ପୁରୀ ଏବଂ ସୋନପୁର ମଧ୍ୟରେ କରିବ ଟ୍ରେନ ଚଳାଚଳ I ସପ୍ତାହକୁ ଥରେ ଏହି ଟ୍ରେନ୍ ଚଳାଚଳ କରିବ I ଫେବ୍ରୁଆରୀ ୮ରୁ ପୁରୀରୁ ସୋନପୁର ମଧ୍ୟରେ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଏହି ଟ୍ରେନ୍ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ।

Tags: