ଫାଇନାନ୍ସ କମ୍ପାନୀରେ ଅଗ୍ନିକାଣ୍ଡ
ବାଲେଶ୍ୱର : ଫାଇନାନ୍ସ କମ୍ପାନୀରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି । ରେମୁଣା ଭୀମପୁରରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ ଅଫିସରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ସହିତ କାର୍ଯ୍ୟାଳୟ ଏସି, କମ୍ପ୍ୟୁଟର ଏବଂ ବହୁ ଆସବାବପତ୍ର ଜଳିଯାଇଛି । ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କିନ୍ତୁ ଏଥିରେ ସୌଭାଗ୍ୟକୁ କର୍ମଚାରୀ ମାନେ ବର୍ତ୍ତୀ ଯାଇଛନ୍ତି I ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି I