ଛାତ୍ରଙ୍କ ଉପରେ ଫ୍ୟାନ ଖସି ଦୁଇ ଗୁରୁତର

ଆଠଗଡ଼ : ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସି ୨ ଗୁରୁତର । ଏଭଳି ଅଘଟଣ ଘଟିଛି ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ । ଆହତ ଛାତ୍ରମାନେ ହେଲେ ସମୀର ସେଠୀ ଓ ତାପସ ଜେନା I ଉଭୟେ +୨ ରେ ପଢୁଛନ୍ତି I ୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି। ଆଜି ସକାଳେ ୨ଜଣ ଛାତ୍ର କଲେଜରେ […]

Samaya Live Picture
Published On

ଆଠଗଡ଼ : ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସି ୨ ଗୁରୁତର । ଏଭଳି ଅଘଟଣ ଘଟିଛି ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ । ଆହତ ଛାତ୍ରମାନେ ହେଲେ ସମୀର ସେଠୀ ଓ ତାପସ ଜେନା I ଉଭୟେ +୨ ରେ ପଢୁଛନ୍ତି I ୨ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି। ଆଜି ସକାଳେ ୨ଜଣ ଛାତ୍ର କଲେଜରେ ପରୀକ୍ଷା ଦେଉଥିବା ସମୟରେ ହଠାତ୍‌ ଫ୍ୟାନଟି ତାଙ୍କ ଉପରେ ଛିଣ୍ଡି ପଡ଼ିଥିଲା। ଉଭୟ ଛାତ୍ର ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି I