ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ I ଉତ୍ତର ପାର୍ଶ୍ୱ କାନ୍ଥରେ ଫାଟିଥିବା ନେଇ ଏସଆଇ ଲେଜର ସ୍କାନିଂରୁ ମିଳିଲା ତଥ୍ୟ I ରତ୍ନଭଣ୍ଡାର ବାହାର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ଥିବା ଜଣାପଡିଛି I ଫାଟ ଥିବା ଯୋଗୁଁ ଭିତରକୁ ପାଣି ଜାକାଉଥିବା ଅନୁମାନ କରାଯାଉଛି I ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ଏଏସଆଇ ରିପୋର୍ଟ ଦେଇଛି I ନଭେମ୍ବର ୨୮ ଓ ୨୯ରେ ହୋଇଥିଲା ଲେଜର ସ୍କାନିଂ I

Tags: