୪୦ ଡ଼ିଗ୍ରୀ ଉପରେ ୧୧ ସହର ତାପମାତ୍ରା

ଭୁବନେଶ୍ବର:ରାଜ୍ୟକୁ ତାତି ଫେରିଲା। ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି।୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।ବଲାଙ୍ଗିର ୪୨.୪, ଟିଟିଲାଗଡ଼ ୪୨, ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ଓ ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮ ଏବଂ ରାଉରକେଲାରେ ୪୦.୧ ତାତି ରେକର୍ଡ଼ କରାଯାଇଛି।

୪୦ ଡ଼ିଗ୍ରୀ ଉପରେ ୧୧ ସହର ତାପମାତ୍ରା
Samaya Live Picture
Published On

Tags: