୩୦ ବରିଷ୍ଠ OAS ଅଧିକାରୀଙ୍କୁ IAS ପାହ୍ୟା

ଭୁବନେଶ୍ୱର : ଓଡିଶାର ୩୦ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି । ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅଫିସରମାନେ ଏବେ ଆଇଏଏସ ସ୍ତରର ପଦରେ କାର୍ଯ୍ୟ କରିବେ। ପଦୋନ୍ନତି ପାଇଥିବା ୩୦ ଓଏଏସ ହେଉଛନ୍ତି, ଧର୍ମ ହାଂସଦା, ରିନା ମହାପାତ୍ର, ନିୟତି ପଟ୍ଟନାୟକ, ଡ. ମହେଶ୍ୱର ସ୍ୱାଇଁ, ମୃଣାଲ କାନ୍ତି ଦାସ, ଶ୍ରୀକାନ୍ତ ତରାଇ, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାରୀ […]

୩୦ ବରିଷ୍ଠ OAS ଅଧିକାରୀଙ୍କୁ IAS ପାହ୍ୟା
Samaya Live Picture
Published On

ଭୁବନେଶ୍ୱର : ଓଡିଶାର ୩୦ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି । ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅଫିସରମାନେ ଏବେ ଆଇଏଏସ ସ୍ତରର ପଦରେ କାର୍ଯ୍ୟ କରିବେ।

ପଦୋନ୍ନତି ପାଇଥିବା ୩୦ ଓଏଏସ ହେଉଛନ୍ତି, ଧର୍ମ ହାଂସଦା, ରିନା ମହାପାତ୍ର, ନିୟତି ପଟ୍ଟନାୟକ, ଡ. ମହେଶ୍ୱର ସ୍ୱାଇଁ, ମୃଣାଲ କାନ୍ତି ଦାସ, ଶ୍ରୀକାନ୍ତ ତରାଇ, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାରୀ କୁଲ୍ଲୁ, କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାସ, ପ୍ରେମଜିତ ନାୟକଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିିଳିଛି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୪ ଜାନୁଆରୀ ପହିଲାରୁ ଡିସେମ୍ବର ମଧ୍ୟରେ ନରହରି ସେଠୀ, ଜୁଗଳେଶ୍ୱରୀ ଦାସ, ମଧୁମିତା ରଥ, ଦେବାଶିଷ ସିଂ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱଂୟ ପ୍ରଭା ମହାନ୍ତି, ଇନ୍ଦ୍ରମଣି ନାୟକ, ସୁଦାମ ଚରଣ ମଣ୍ଡଲ, ଗିରିଶ ଚନ୍ଦ୍ର ସିଂ ଆଦିଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିିଳିଛି ।

Tags: