ବାଘ ଛାଲ ସହ ୩ ବେପାରୀ ଗିରଫ
ବାଙ୍ଗିରିପୋଷି : ବେଆଇନ ବାଘଛାଲ ଡ଼ିଲ ବେଳେ ଧରା ପଡିଲେ ୩ ବେପାରୀ । ତାଙ୍କ ନିକଟରୁ ଏକ କାଲରାପତ୍ରିଆ ବାଘ ଛାଲ ଜବତ କରିଛି ବାଙ୍ଗିରିପୋଷି ରେଞ୍ଜ ବନ ବିଭାଗ । ଆଜି ସକାଳେ ୪ ଜଣ ବେପାରୀ ୨ ଟି ବାଇକରେ ବାଙ୍ଗିରିପୋଷି ଥାନା ବାଲିଖଣି ଗାଁରେ ବାଘଛାଲ ବିକ୍ରି ପାଁଇ ଯାଇଥିବାବେଳେ ବନ ବିଭାଗ ହାତରେ ଧରାପଡ଼ିଥିଲେ । ଏହି ଘଟଣାରେ ତାଙ୍କର ଅନ୍ୟଜଣେ ସହଯୋଗୀ ଫେରାର ରହିଛି । ତେବେ ଏହି […]
ବାଙ୍ଗିରିପୋଷି : ବେଆଇନ ବାଘଛାଲ ଡ଼ିଲ ବେଳେ ଧରା ପଡିଲେ ୩ ବେପାରୀ । ତାଙ୍କ ନିକଟରୁ ଏକ କାଲରାପତ୍ରିଆ ବାଘ ଛାଲ ଜବତ କରିଛି ବାଙ୍ଗିରିପୋଷି ରେଞ୍ଜ ବନ ବିଭାଗ । ଆଜି ସକାଳେ ୪ ଜଣ ବେପାରୀ ୨ ଟି ବାଇକରେ ବାଙ୍ଗିରିପୋଷି ଥାନା ବାଲିଖଣି ଗାଁରେ ବାଘଛାଲ ବିକ୍ରି ପାଁଇ ଯାଇଥିବାବେଳେ ବନ ବିଭାଗ ହାତରେ ଧରାପଡ଼ିଥିଲେ । ଏହି ଘଟଣାରେ ତାଙ୍କର ଅନ୍ୟଜଣେ ସହଯୋଗୀ ଫେରାର ରହିଛି । ତେବେ ଏହି ବାଘକୁ କେଉଁଠି ଶିକାର କରା ଯାଇଛି ଏବଂ ଏଥିରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ତଦନ୍ତ ଜାରି ରଖିଛି ବନ ବିଭାଗ ।
Tags:




