ରାଜ୍ୟରୁ ଆଉ ୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରୁ ଆଉ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ I ଆଜିର ସଂକ୍ରମିତ ଙ୍କୁ ମିଶାଇ ଗୋଟିଏ ସପ୍ତାହରେ ସମୁଦାୟ ଆକ୍ରାନ୍ତଂକ ସଂଖ୍ୟା ୮କୁ ବୃଦ୍ଧି ପାଇଛି I ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ରାଜ୍ୟରେ ବଢୁଥିବା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମାସ୍କ ବ୍ୟବହାର କରିବାକୁ ବପରମର୍ଶ ଦେଇଛନ୍ତି I ଏହା ସହିତ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରୁ ଆଉ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ I ଆଜିର ସଂକ୍ରମିତ ଙ୍କୁ ମିଶାଇ ଗୋଟିଏ ସପ୍ତାହରେ ସମୁଦାୟ ଆକ୍ରାନ୍ତଂକ ସଂଖ୍ୟା ୮କୁ ବୃଦ୍ଧି ପାଇଛି I ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ରାଜ୍ୟରେ ବଢୁଥିବା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମାସ୍କ ବ୍ୟବହାର କରିବାକୁ ବପରମର୍ଶ ଦେଇଛନ୍ତି I ଏହା ସହିତ ଥଣ୍ଡା ଜ୍ଵର ହେଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତିକ୍ଷଣ ନଜର ରଖିଛି ଲୋକେ ସତର୍କ ରୁହନ୍ତୁ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।

Tags: