୩ IPS ଅଫିସରଙ୍କୁ ଡିଜି ପାହ୍ୟା
ଭୁବନେଶ୍ୱର : ୩ IPS ଅଫିସରଙ୍କୁ ଡିଜି ପାହ୍ୟାକୁ ପଦନ୍ନୋତି ଦେଲେ ରାଜ୍ୟ ସରକାର । ୧୯୯୩ ବ୍ୟାଚର IPS ଅଫିସର ବିନାୟତୋଷ ମିଶ୍ର,ଆର.ପି.କୋଚେଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା IPS ସୁଶାନ୍ତ ନାଥଙ୍କୁ ଡିଜି ପାହ୍ୟାକୁ ପଦନ୍ନୋତି ମିଳିଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Tags: