ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ
ଭଦ୍ରକ : ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ I ଘଟଣା ଘଟିଛି ଭଦ୍ରକ ରାଣୀତାଲ ସ୍ଥିତ ଘରୋଇ ଇଂଜିନିୟରିଂ କଲେଜ ସାମ୍ନାରେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Tags: