ଗ୍ୟାସ ବୋଝେଇ ଟ୍ରକ ସହ ୨ ଟି ଟ୍ରକ ଧକ୍କା

ଭୁବନେଶ୍ୱର : ଗ୍ୟାସ ବୋଝେଇ ଟ୍ରକ ସହ ୨ ଟ୍ରକର ମୁହାଁମୁହିଁ ଧକ୍କା I ଏଥିରେ ଗୋଟିଏ ଗାଡ଼ିରେ ଥିବା ଜଣେ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି I ତମାଣ୍ଡୋ ଥାନା ପାତ୍ରପଡା ନିକଟରେଏହି ଦୁର୍ଘଟଣା ଘଟିଛି Iଘଟିଯାଇଛି ।ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛି । ତେବେ ଦୁର୍ଘଟଣା ହୋଇଥିବା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି […]

Samaya Live Picture
Published On

ଭୁବନେଶ୍ୱର : ଗ୍ୟାସ ବୋଝେଇ ଟ୍ରକ ସହ ୨ ଟ୍ରକର ମୁହାଁମୁହିଁ ଧକ୍କା I ଏଥିରେ ଗୋଟିଏ ଗାଡ଼ିରେ ଥିବା ଜଣେ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି I ତମାଣ୍ଡୋ ଥାନା ପାତ୍ରପଡା ନିକଟରେଏହି ଦୁର୍ଘଟଣା ଘଟିଛି Iଘଟିଯାଇଛି ।ଖବର ପାଇ ତମାଣ୍ଡୋ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଛି । ତେବେ ଦୁର୍ଘଟଣା ହୋଇଥିବା ଯୋଗୁଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡି ଚଳାଚଳକୁ ସ୍ୱଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛି ।

Tags: