ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ

କୋଣାର୍କ : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଭଉଣୀ I ପୁରୀ ଜିଲ୍ଲା ଗୋପ ଥାନା ଦରଭା ଗାଁ ରେ ଘଟିଛି ଏହି ଅଘଟଣ I ୨ ଭଉଣୀ ବୁଡି ଯାଉଥିବା ଖବରପାଇ ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନାକୁ ନେଇଥିଲେ,ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ Iଦୁଇ ଭଉଣୀଙ୍କ ବୟସ ୮ ବର୍ଷ ଓ ୧୨ ବର୍ଷ ବୋଲି ଜଣା ପଡିଛି I ଏଭଳି ଅଘଟଣ ପରେ ଗାଁରେ […]

Samaya Live Picture
Published On

କୋଣାର୍କ : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ଭଉଣୀ I ପୁରୀ ଜିଲ୍ଲା ଗୋପ ଥାନା ଦରଭା ଗାଁ ରେ ଘଟିଛି ଏହି ଅଘଟଣ I ୨ ଭଉଣୀ ବୁଡି ଯାଉଥିବା ଖବରପାଇ ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନାକୁ ନେଇଥିଲେ,ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ Iଦୁଇ ଭଉଣୀଙ୍କ ବୟସ ୮ ବର୍ଷ ଓ ୧୨ ବର୍ଷ ବୋଲି ଜଣା ପଡିଛି I ଏଭଳି ଅଘଟଣ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି I

Tags: