ତାଳଦଣ୍ଡା କେନାଲକୁ କାର ଖସି ୨ ଗୁରୁତର

କଟକ : ତାଳଦଣ୍ଡା କେନାଲ ଭିତରକୁ ଖସିପଡିଲା କାର୍ । ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି । କାରଟି ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଲା । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି I ଗାଡିରେ ୨ଜଣ ଥିଲେ । ଜଣେ ମହିଳା ଗୁରୁତର ଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କୁ ଉଦ୍ଧାର ପରେ କଟକ […]

Samaya Live Picture
Published On

କଟକ : ତାଳଦଣ୍ଡା କେନାଲ ଭିତରକୁ ଖସିପଡିଲା କାର୍ । ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି । କାରଟି ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଲା । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି I ଗାଡିରେ ୨ଜଣ ଥିଲେ । ଜଣେ ମହିଳା ଗୁରୁତର ଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କୁ ଉଦ୍ଧାର ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Tags: