୨ ପୋଲିଂ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ସକାଳ ୬ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ ଯାଏଁ ଚାଲିବ I ତେବେ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି I ଏମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମର ଓ ଅନ୍ୟଜଣେ କଳାହାଣ୍ଡି ନର୍ଲାର ଗୋଟିଏ ବୁଥରେ କାର୍ଯ୍ୟରତ ତେଜଂଶୁ ସାହାଙ୍କୁ ସସ୍ପେଣ୍ଡ କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ I ସକାଳ ୬ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୬ ଯାଏଁ ଚାଲିବ I ତେବେ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି I ଏମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମର ଓ ଅନ୍ୟଜଣେ କଳାହାଣ୍ଡି ନର୍ଲାର ଗୋଟିଏ ବୁଥରେ କାର୍ଯ୍ୟରତ ତେଜଂଶୁ ସାହାଙ୍କୁ ସସ୍ପେଣ୍ଡ କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ସେହିପରି ଚିକିଟିରେ ହୋଇଥିବା ରାଜନୈତିକ ହିଂସା ଘଟଣା ନଜରକୁ ଆସିଛି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Tags: