ପାଟନାର ୨ ଓଡ଼ିଆ ଶ୍ରମିକ ମୃତ

ଭୁବନେଶ୍ୱର : ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଗତକାଲି ରାତିରେ ଘଟିଥିଲା ଟନେଲ ଦୁର୍ଘଟଣା । ଲୋକୋ ମେସିନ୍ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ନେଇ ଟନେଲ ଭିତରେ ଯାଉଥିବା ଗାଡିର ବ୍ରେକ ଫେଲ ହୋଇଯିବା କାରଣରୁ ଦୁର୍ଘଟଣା ଘଟିଥିଲା ମୃତକଙ୍କ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଗତକାଲି ରାତିରେ ଘଟିଥିଲା ଟନେଲ ଦୁର୍ଘଟଣା । ଲୋକୋ ମେସିନ୍ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ନେଇ ଟନେଲ ଭିତରେ ଯାଉଥିବା ଗାଡିର ବ୍ରେକ ଫେଲ ହୋଇଯିବା କାରଣରୁ ଦୁର୍ଘଟଣା ଘଟିଥିଲା
ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Tags: