କାଠ ଯୋଡିରେ ବୁଡିଯାଇଥିବା ୨ ନାବାଳକ ଉଦ୍ଧାର
କଟକ : କଟକରେ ଅଘଟଣ। କାଠଯୋଡିରେ ବୁଡି ଦୁଇ ନାବାଳକ ନିଖୋଜ। ପୁରୀଘାଟ ଥାନା ପାଖରେ ଗାଧୋଇବାବେଳେ ଏଭଳି ଅଘଟଣ ଘଟିଛି। ନିଖୋଜ ନାବାଳକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ଅଗ୍ନିଶମ ବାହିନୀ I

Tags: