ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ
ନିଆଳି : ପୋଖରୀରେ ବୁଡ଼ିଗଲେ ୨ ନାବାଳିକା I ନିଆଳି ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ I ପଂଚାୟତ ଫଳବଗିଚା ପୋଖରୀରେ ଗାଧୋଇବାବେଳେ ବୁଡ଼ିଯାଇ ୨ ନାବାଳିକା ଭଉଣୀଙ୍କର ମୃତ୍ୟୁ ଘଟିଛି I ଉଭୟ ନାବାଳିକାଙ୍କୁ ପୋଖୋରୀରୁ ଉଦ୍ଧାର କରିଯାଇ ତୁରନ୍ତ ମହୀଧରପଡା ଡାକ୍ତରଖାନାକୁ ନିଆଯାଇଥିଲା I ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ମୃତକ ୨ଜଣ ହେଲେ ସୋଫିଆ ଖାତୁନ ଓ ନନ୍ଦିନୀ କୁମାରୀ I ଦେହେଁ […]
ନିଆଳି : ପୋଖରୀରେ ବୁଡ଼ିଗଲେ ୨ ନାବାଳିକା I ନିଆଳି ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ I ପଂଚାୟତ ଫଳବଗିଚା ପୋଖରୀରେ ଗାଧୋଇବାବେଳେ ବୁଡ଼ିଯାଇ ୨ ନାବାଳିକା ଭଉଣୀଙ୍କର ମୃତ୍ୟୁ ଘଟିଛି I ଉଭୟ ନାବାଳିକାଙ୍କୁ ପୋଖୋରୀରୁ ଉଦ୍ଧାର କରିଯାଇ ତୁରନ୍ତ ମହୀଧରପଡା ଡାକ୍ତରଖାନାକୁ ନିଆଯାଇଥିଲା I ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ମୃତକ ୨ଜଣ ହେଲେ ସୋଫିଆ ଖାତୁନ ଓ ନନ୍ଦିନୀ କୁମାରୀ I ଦେହେଁ ଦୁଇ ସାଙ୍ଗ ଥିବା ଜଣା ପଡିଛି I ଆଜିର ବଡ଼ ଦିନ ପରି ଏହିଭଳି ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I




