ନଦୀରେ ବୁଡି ୨ କାଉଡିଆ ନିଖୋଜ
ସୋର : ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବାବେଳେ ସାଳିନ୍ଦୀ ନଦୀରେ ଭାସିଗଲେ ୩ ଯୁବକ ଇ ଏମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ପତ୍ତା ମିଳିପାରି ନାହିଁ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରI ବ୍ଲକ ଅଧିନସ୍ଥ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେନିଖୋଜ ଥିବା ଦୁଇ ଜଣ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି l ଖବର ପାଇ ଆଗରପଡା ଓ ଅଡାଦମକଳଵାହିନି ଖୋଜିଖୋଜି ଜାରି ରଖିଛନ୍ତି […]
ସୋର : ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବାବେଳେ ସାଳିନ୍ଦୀ ନଦୀରେ ଭାସିଗଲେ ୩ ଯୁବକ ଇ ଏମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ପତ୍ତା ମିଳିପାରି ନାହିଁ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରI ବ୍ଲକ ଅଧିନସ୍ଥ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେନିଖୋଜ ଥିବା ଦୁଇ ଜଣ ସାନ ଜୟୀପୁର ଗ୍ରାମର ବୋଲି ସୂଚନା ମିଳିଛି l ଖବର ପାଇ ଆଗରପଡା ଓ ଅଡାଦମକଳଵାହିନି ଖୋଜିଖୋଜି ଜାରି ରଖିଛନ୍ତି ।
ସୂଚନାନୁସାରେ,ଆଜି ଖଇରା ବ୍ଲକ ବଡ଼ଜୟପୁର ପଞ୍ଚାୟତ ସାନଜୟପୁର ଗାଁର ୧୮ଜଣ ଲୋକ ଜଳ ଢାଳିବା ପାଇଁ ବାହାରିଥିଲେ I ଯିବା ପୂର୍ବରୁ ସେମାନେ ସାଳନ୍ଦୀ ନଦୀରେ ଗାଧୋଉଥିବାବେଳେ ୩ଜଣ ଯୁବକ ପାଣି ସୁଅରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ୨ଜଣ ଏବେ ସୁଦ୍ଧା ନିଖୋଜ ଥିବା ଜଣାଯାଇଛି।




