ଖୋଲିବ ହୀରାକୁଦ ଡ୍ୟାମ୍‌‌ର ୨ଟି ଗେଟ୍‌‌

ହୀରାକୁଦ :ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି I ତେଣୁ ଆଜି ଅପରାହ୍ନ ୪ଟାରେ ହୀରାକୁଦ ଡ୍ୟାମ୍‌‌ର ୨ଟି ଗେଟ୍‌‌ ଖୋଲାଯିବ I ଏନେଇ ଆଜି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି I ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌‌ ରହିଥିଲା I ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍‌‌ ଖୋଲିବାକୁ ନିଷ୍ପତ୍ତି ହୋଇଛି I

Samaya Live Picture
Published On

Tags: