୨ କାର ମୁହାଁ-ମୁହିଁ ଧକ୍କା,୫ ପର୍ଯ୍ୟଟକ ଆହତ

ବାଲେଶ୍ୱର : ବଡ଼ ଦିନରେ ବଡ଼ ଅଘଟଣ । ବଡ଼ ଦିନରେ ବୁଲିଆସିଥିବା ବଙ୍ଗୀୟ ପର୍ଯ୍ୟଟକ ଗାଡି ଦୁର୍ଘଟଣାଗ୍ରସ୍ତ । ଏଥିରେ ୫ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି I ଆହତଙ୍କୁ ପ୍ରଥମେ ନୀଳଗିରି ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ନୀଳଗିରି ଉଦଳା ରାସ୍ତା ଗରଡ଼ିହି ଛକ ନିକଟରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସୂଚନାନୁସାରେ,୪ ଜଣ […]

Samaya Live Picture
Published On

ବାଲେଶ୍ୱର : ବଡ଼ ଦିନରେ ବଡ଼ ଅଘଟଣ । ବଡ଼ ଦିନରେ ବୁଲିଆସିଥିବା ବଙ୍ଗୀୟ ପର୍ଯ୍ୟଟକ ଗାଡି ଦୁର୍ଘଟଣାଗ୍ରସ୍ତ । ଏଥିରେ ୫ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି I ଆହତଙ୍କୁ ପ୍ରଥମେ ନୀଳଗିରି ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ନୀଳଗିରି ଉଦଳା ରାସ୍ତା ଗରଡ଼ିହି ଛକ ନିକଟରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ସୂଚନାନୁସାରେ,୪ ଜଣ ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ବୁଲିସାରି ମୟୁରଭଞ୍ଜର ଦେବକୁଣ୍ଡ ବୁଲିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ଗରଡ଼ିହ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା I

Tags: