ଖରସ୍ରୋତାରେ ଭାସିଗଲେ ୨ ଭାଇ
ଯାଜପୁର :ଗାଧୋଇବାବେଳେ ଖରସ୍ରୋତା ନଦୀରେ ବୁଡି ଦୁଇ ଭାଇ ନିଖୋଜ । ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ନଦୀରେ ବୁଡି ଦୁଇ ଭାଇ ନିଖୋଜ ହୋଇଥିବା ସୂଚନା ରହିଛି । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ନଦୀରେ ବୁଡି ଯାଇଥିବା ଜଣାପଡିଛି । ନିଖୋଜ ଦୁଇ ଭାଇ ଶିବାନନ୍ଦ ନଗରର ହୋଇଥିବା ସୂଚନା ମିଳିଛି ।

Tags: