୧୨ ADEO ଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର: ଭାରି ପଡିଲା ମନରୋଗାରେ ଖରାପ ପ୍ରଦର୍ଶନ । ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ । ୧୨ ଆକାଉଣ୍ଟାଣ୍ଟ କମ୍ ଡିଇଓଙ୍କ ଦରମା ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଟକରୁ ସାମ୍ନାକୁ ଆସିଛି ଏହି ଘଟଣା । ସମସ୍ତ ବ୍ଲକର ବିଡିଓଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

Samaya Live Picture
Published On

Tags: