ନିଆଳିରେ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହେଲେ ଗୀତାଞ୍ଜଳି

କଟକ : ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ନିଆଳିରେ ପ୍ରାଥୀ ବଦଳାଇଲା କଂଗ୍ରେସ I ନିଆଳି ବିଧାନସଭା ଆସନ ପାଇଁ ପାର୍ଥି ଭାବରେ ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମେ ଏହି ଆସନରୁ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି । ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତେବେ ଗୀତାଞ୍ଜଳି ହେଉଛନ୍ତି ଜ୍ୟୋତିରଞ୍ଜନଙ୍କ ମା’। ତେଣୁ ଗୀତଞ୍ଜଳିଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ […]

Samaya Live Picture
Published On

କଟକ : ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ନିଆଳିରେ ପ୍ରାଥୀ ବଦଳାଇଲା କଂଗ୍ରେସ I ନିଆଳି ବିଧାନସଭା ଆସନ ପାଇଁ ପାର୍ଥି ଭାବରେ ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମେ ଏହି ଆସନରୁ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି । ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ତେବେ ଗୀତାଞ୍ଜଳି ହେଉଛନ୍ତି ଜ୍ୟୋତିରଞ୍ଜନଙ୍କ ମା’। ତେଣୁ ଗୀତଞ୍ଜଳିଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।

Tags: