୧୦ଟି ଜିଲ୍ଲାକୁ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ଗତକାଲି ଅପରାହ୍ନ ଠାରୁ ରାଜଧାନୀ ସମେତ ଅନେକ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ସେହିପରି ଆଜି ସକାଳ ଠାରୁ କିଛି କିଛି ଜିଲ୍ଲାରେ ବର୍ଷା ଲାଗିରହିଛି l ଆଜି ଅଳପ ବର୍ଷା ହେବ ଓ ଆଜି ଠାରୁ ବର୍ଷା କାମ ହେବ ବୋଲି ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୂଚନାନୁସାରେ , କିଛି ଜିଲ୍ଲା ଗୁଡ଼ିକ ବର୍ଷା ଲାଗିରହିବ l ଏଥିମଧ୍ୟରୁ ୧୦ଟି ଜିଲ୍ଲାକୁ ବର୍ଷା […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ଅପରାହ୍ନ ଠାରୁ ରାଜଧାନୀ ସମେତ ଅନେକ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ସେହିପରି ଆଜି ସକାଳ ଠାରୁ କିଛି କିଛି ଜିଲ୍ଲାରେ ବର୍ଷା ଲାଗିରହିଛି l ଆଜି ଅଳପ ବର୍ଷା ହେବ ଓ ଆଜି ଠାରୁ ବର୍ଷା କାମ ହେବ ବୋଲି ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ , କିଛି ଜିଲ୍ଲା ଗୁଡ଼ିକ ବର୍ଷା ଲାଗିରହିବ l ଏଥିମଧ୍ୟରୁ ୧୦ଟି ଜିଲ୍ଲାକୁ ବର୍ଷା ହେବାର ସମ୍ଭାବନା ରହିଛି l ଏହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ତେବେ ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ଅଧିକ ବୃଦ୍ଧି ହେବା ସମ୍ଭାବନା ରହିଛି l

Tags: