୫ଜଣ IPS ଙ୍କୁ IG ୬ ଜଣଙ୍କୁ DIG ପାହ୍ୟା

ଭୁବନେଶ୍ୱର : କମିଶନରେଟ ପୋଲିସଙ୍କ ପଦୋନ୍ନତି I ଏହି କ୍ରମରେ ୨୦୦୬ ବ୍ୟାଚର ୫ ଜଣ IPS ଙ୍କୁ IG ଏବଂ ୬ ଜଣଙ୍କୁ DIG ପାହ୍ୟା ମିଳିଛି I DIG ଅନୁପ ସାହୁ,ଅମ୍ରିତା ଦାଶ,ଅନିରୁଦ୍ଧ କୁମାର ସିଂ,ଅନୁପ କୃଷ୍ଣ,ଏବଂ ସୁଧା ସିଂଙ୍କୁ IG ପାହ୍ୟା ମିଳିଛି I ସେହିପରି ୨୦୧୦ ବ୍ୟାଚ ର ୬ ଜଣ IPS ଅଫିସର ମିତ୍ରଭାନୁ ମହାପାତ୍ର,ସାରା ଶର୍ମା,କନୱାର ବିଶାଳ ସିଂ,ଆଶିଷ କୁମାର ସିଂ,ପାରୁଲ ଗୁପ୍ତା,ଶିବା ସିଂସୁବ୍ରମଣି DIG ପାହ୍ୟାକୁ ପଦୋନ୍ନତି […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୋଲିସଙ୍କ ପଦୋନ୍ନତି I ଏହି କ୍ରମରେ ୨୦୦୬ ବ୍ୟାଚର ୫ ଜଣ IPS ଙ୍କୁ IG ଏବଂ ୬ ଜଣଙ୍କୁ DIG ପାହ୍ୟା ମିଳିଛି I DIG ଅନୁପ ସାହୁ,ଅମ୍ରିତା ଦାଶ,ଅନିରୁଦ୍ଧ କୁମାର ସିଂ,ଅନୁପ କୃଷ୍ଣ,ଏବଂ ସୁଧା ସିଂଙ୍କୁ IG ପାହ୍ୟା ମିଳିଛି I

ସେହିପରି ୨୦୧୦ ବ୍ୟାଚ ର ୬ ଜଣ IPS ଅଫିସର ମିତ୍ରଭାନୁ ମହାପାତ୍ର,ସାରା ଶର୍ମା,କନୱାର ବିଶାଳ ସିଂ,ଆଶିଷ କୁମାର ସିଂ,ପାରୁଲ ଗୁପ୍ତା,ଶିବା ସିଂସୁବ୍ରମଣି DIG ପାହ୍ୟାକୁ ପଦୋନ୍ନତି ପାଇଛନ୍ତି I ବର୍ତ୍ତମାନ ଆଶିଷ କୁମାର ସିଂ,ପାରୁଲ ଗୁପ୍ତା,ଶିବା ସିଂସୁବ୍ରମଣି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି I କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚର IPS ଅଫିସର ଘନଶ୍ୟାମ ଉପାଧ୍ୟାୟ ADG ପାହ୍ୟାକୁ ପଦୋନ୍ନତି ପାଇଛନ୍ତି I

Tags: