୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଓଡ଼ିଶାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୪୯୮ ରେ ପହଁଚିଲା

ଭୁବନେଶ୍ୱର: ଜୁନ ୧୨: ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୪୯୮ ରେ ପହଂଚିଛି I ଗଂଜାମ ରେ ୬, ଯାଜପୁର ରେ ୩, ଖୋର୍ଦ୍ଧା ରେ ୮, କଟକ ରେ ୩, ବାଲେଶ୍ୱର ରେ ୫, ପୁରୀ ରେ ୧୫,ବଲାଙ୍ଗୀର ରେ ୫, ସୁନ୍ଦରଗଡ ରେ ୪, ନୟାଗଡ ରେ ୪, ମୟୁରଭଞ୍ଜ ରେ ୭, […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୧୨: ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୪୯୮ ରେ ପହଂଚିଛି I
ଗଂଜାମ ରେ ୬, ଯାଜପୁର ରେ ୩, ଖୋର୍ଦ୍ଧା ରେ ୮, କଟକ ରେ ୩, ବାଲେଶ୍ୱର ରେ ୫, ପୁରୀ ରେ ୧୫,ବଲାଙ୍ଗୀର ରେ ୫, ସୁନ୍ଦରଗଡ ରେ ୪, ନୟାଗଡ ରେ ୪, ମୟୁରଭଞ୍ଜ ରେ ୭, ଗଜପତି ରେ ୫, କେନ୍ଦୁଝର ରେ ୫, ଦେଓଗଡ ରେ ୨, ଅନୁଗୁଳ ରେ ୬, ବୌଦ ରେ ୩, ମାଲକାନଗିରି ରେ ୩, ସମ୍ବଲପୁର ରେ ୫ ଏବଂ ଝାରସୁଗୁଡା ରେ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
୨୧ ଜଣ ଏ ନ ଡି ଆର ଏଫ / ଓଡ୍ରାଫ/ଅଗ୍ନିଶମ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହେଇଛନ୍ତି I
ଏ ପର୍ଯ୍ୟନ୍ତ, ୨୩୫୪ ଜଣ ସୁସ୍ଥ ହେଇସାରିଲେଣି ଏବଂ ୧୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି I