ସିବିଏସଇ ପକ୍ଷରୁ ଖୋଲିଲା ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ

ସମୟ ଲାଇଭ, 26/3:କରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ ହେଲ୍ପ ଲାଇନ୍‍ ନମ୍ବର ଜାରି କରାଯାଇଛି। କରୋନାରୁ କିଭଳି ଛାତ୍ରଛାତ୍ରୀ ରକ୍ଷା ପାଇବେ ଓ ଘରେ ରହି କିଭଳି ପଢିବେ ସେ ସମ୍ବନ୍ଧରେ ମଧ୍ୟ ପ୍ଲାନ୍‍ ପାଇପାରିବେ ବିଦ୍ୟାର୍ଥୀ। ଚଳିତ ମାସ ୩୧ ଯାଏଁ ଛାତ୍ରଛାତ୍ରୀ ସହାୟତା ନମ୍ବର କାମ କରିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୯୮୯୯୯୯୧୨୭୪,୮୮୨୬୬୩୫୫୧୧,୯୭୧୭୬୭୫୧୯୬ ଓ୯୯୯୯୮୧୪୫୮୯ରେ ଯୋଗାଯୋଗ କରିପାରିବେ। ସେହିପରି ଅପରାହ୍ନ ୨ଟାରୁ୫ଟା ମଧ୍ୟରେ ହେଲ୍ପଲାଇନ୍‍ […]

Samaya Live Picture
Published On

ସମୟ ଲାଇଭ, 26/3:କରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ ହେଲ୍ପ ଲାଇନ୍‍ ନମ୍ବର ଜାରି କରାଯାଇଛି। କରୋନାରୁ କିଭଳି ଛାତ୍ରଛାତ୍ରୀ ରକ୍ଷା ପାଇବେ ଓ ଘରେ ରହି କିଭଳି ପଢିବେ ସେ ସମ୍ବନ୍ଧରେ ମଧ୍ୟ ପ୍ଲାନ୍‍ ପାଇପାରିବେ ବିଦ୍ୟାର୍ଥୀ। ଚଳିତ ମାସ ୩୧ ଯାଏଁ ଛାତ୍ରଛାତ୍ରୀ ସହାୟତା ନମ୍ବର କାମ କରିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୯୮୯୯୯୯୧୨୭୪,୮୮୨୬୬୩୫୫୧୧,୯୭୧୭୬୭୫୧୯୬ ଓ୯୯୯୯୮୧୪୫୮୯ରେ ଯୋଗାଯୋଗ କରିପାରିବେ। ସେହିପରି ଅପରାହ୍ନ ୨ଟାରୁ୫ଟା ମଧ୍ୟରେ ହେଲ୍ପଲାଇନ୍‍ ନମ୍ବର ୯୮୧୧୮୯୨୪୨୪,୯୮୯୯୦୩୨୯୧୪,୯୫୯୯୬୭୮୯୪୭,୭୬୭୮୪୫୫୨୧୭ ଓ ୭୨୧୦୫୨୬୬୨୧ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ।

Tags: