ସରପଞ୍ଚ ସଙ୍ଘ ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର : ରାଜଧାନୀରେ ସରପଞ୍ଚ ମହାସଙ୍ଘର ବିଶାଳ ସମାବେଶ I ବିଭିନ୍ନ ଦାବି ନେଇ ଏକାଠି ହୋଇ ଗର୍ଜନ କରିଛନ୍ତି ସରପଞ୍ଚ । ନବୀନ ନିବାସ ଯିବା ସମୟରେ ଅଟକାଇଲା ପୋଲିସ । ବିଶାଳ ପଟୁଆରରେ ନବୀନ ନିବାସ ଆଡକୁ ଯିବା ସମୟରେ ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତରାଳ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ […]
ଭୁବନେଶ୍ୱର : ରାଜଧାନୀରେ ସରପଞ୍ଚ ମହାସଙ୍ଘର ବିଶାଳ ସମାବେଶ I ବିଭିନ୍ନ ଦାବି ନେଇ ଏକାଠି ହୋଇ ଗର୍ଜନ କରିଛନ୍ତି ସରପଞ୍ଚ । ନବୀନ ନିବାସ ଯିବା ସମୟରେ ଅଟକାଇଲା ପୋଲିସ । ବିଶାଳ ପଟୁଆରରେ ନବୀନ ନିବାସ ଆଡକୁ ଯିବା ସମୟରେ ଶିଶୁଭବନ ଛକରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ହୋଇଛନ୍ତି।
ତ୍ରିସ୍ତରୀୟ ପଞ୍ଚାୟତରାଳ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ କରୁଥିବାରୁ ୧୫ ଦଫା ଦାବି ନେଇ ରାଜ୍ୟ ସରପଞ୍ଚ ମହାସଙ୍ଘର ପ୍ରତିବାଦ ।




