ସମୁଦ୍ରରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ : ଗାଧୋଇବାବେଳେ ସମୁଦ୍ରରେ ବୁଡ଼ିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ I ପୁରୀ ଚକ୍ରତୀର୍ଥ ବେଳା ଭୂମିରେ ଘଟିଛି ଏହି ଅଘଟଣ I ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ I ବୁଡ଼ିଯାଇଥିବା ପର୍ଯ୍ୟଟକଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରି ପୁରୀ ମେଡିକାଲକୁ ନେଇଥିଲେ I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I

Tags: