ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର : ବିଶ୍ୱର ପ୍ରଥମ କଳାବାଘ ସଫାରୀ ହେବ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। I ସୋସିଆଲ ମିଡିଆ ‘ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଶିମିଳିପାଳଠାରୁ ୧୫ କିମି. ଦୂରରେ ହେବ ଏହି ସଫାରୀ I ଏଥିପାଇଁ NH-୧୮ ନିକଟରେ ୨୦୦ ହେକଟର ଏରିଆ ଚିହ୍ନଟ କରାଯାଇଛି I ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ତଥା […]

Samaya Live Picture
Published On

ଭୁବନେଶ୍ୱର : ବିଶ୍ୱର ପ୍ରଥମ କଳାବାଘ ସଫାରୀ ହେବ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। I ସୋସିଆଲ ମିଡିଆ ‘ଏକ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଶିମିଳିପାଳଠାରୁ ୧୫ କିମି. ଦୂରରେ ହେବ ଏହି ସଫାରୀ I ଏଥିପାଇଁ NH-୧୮ ନିକଟରେ ୨୦୦ ହେକଟର ଏରିଆ ଚିହ୍ନଟ କରାଯାଇଛି I ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ତଥା ମହାନ ପ୍ରଜାତିର ଝଲକ ପାଇପାରିବେ। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ ବୁଲିବେ କଳାବାଘ ସଫାରୀ ।
https://x.com/Naveen_Odisha/status/1750108638252027908?s=20

Tags: