ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର: ମେ ୨୭: ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏ ପର୍ଯ୍ୟନ୍ତ, ୮୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l ଆଜି ଗଂଜାମ ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲା ରୁ ୫ ଜଣ, ବାଲେଶ୍ୱର ରୁ ୧୭ ଜଣ, କଟକ ରୁ ୪ ଜଣ,ଭଦ୍ରକ ରୁ ୨୮ ଜଣ,କେନ୍ଦୁଝର ରୁ ୩ ଜଣ,ଖୋର୍ଦ୍ଧା ରୁ ୨ ଜଣ, ବଲାଙ୍ଗୀର ରୁ ୨ ଜଣ ଏବଂ ପୁରୀ ଜିଲ୍ଲା […]
ଭୁବନେଶ୍ୱର: ମେ ୨୭: ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏ ପର୍ଯ୍ୟନ୍ତ, ୮୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ଆଜି ଗଂଜାମ ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲା ରୁ ୫ ଜଣ, ବାଲେଶ୍ୱର ରୁ ୧୭ ଜଣ, କଟକ ରୁ ୪ ଜଣ,ଭଦ୍ରକ ରୁ ୨୮ ଜଣ,କେନ୍ଦୁଝର ରୁ ୩ ଜଣ,ଖୋର୍ଦ୍ଧା ରୁ ୨ ଜଣ, ବଲାଙ୍ଗୀର ରୁ ୨ ଜଣ ଏବଂ ପୁରୀ ଜିଲ୍ଲା ରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l
Another 79 #Covid19 patients have recovered and are being discharged.
11 are from Ganjam
5 from Jajpur
17 from Balasore
4 from Cuttack
28 from Bhadrak
3 from Keonjhar
2 from Khurda
2 from Bolangir
7 from PuriThe total recovered cases of #Odisha now stand at 812.
— H & FW Dept Odisha (@HFWOdisha) May 27, 2020




