ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି; ୨୪ ଘଂଟାରେ ୨୧୦ ଜଣ ଚିହ୍ନଟ

ଭୁବନେଶ୍ୱର: ଜୁନ ୨୫: ରାଜ୍ୟରେ ୨୪ ଘଂଟାରେ ୨୧୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ୫୮ ଜଣ, ଖୋର୍ଦ୍ଧା ରୁ ୪୭, କଟକ ରୁ ୫, ଯାଜପୁର ରୁ ୮, ଗଜପତି ରୁ ୨୯, ବାଲେଶ୍ୱର ରୁ ୨, ପୁରୀ ରୁ ୮, କେନ୍ଦ୍ରାପଡ଼ା ରୁ ୩, ମୟୁରଭଞ୍ଜ ରୁ ୭, ସୁନ୍ଦେରଗଡ ରୁ ୬, ବଲାଙ୍ଗୀର ରୁ ୧୧, ନୟାଗଡ ରୁ ୩, କେନ୍ଦୁଝର ରୁ ୫, ଢେଙ୍କାନାଳ […]

Samaya Live Picture
Published On

ଭୁବନେଶ୍ୱର: ଜୁନ ୨୫: ରାଜ୍ୟରେ ୨୪ ଘଂଟାରେ ୨୧୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ୫୮ ଜଣ, ଖୋର୍ଦ୍ଧା ରୁ ୪୭, କଟକ ରୁ ୫, ଯାଜପୁର ରୁ ୮, ଗଜପତି ରୁ ୨୯, ବାଲେଶ୍ୱର ରୁ ୨, ପୁରୀ ରୁ ୮, କେନ୍ଦ୍ରାପଡ଼ା ରୁ ୩, ମୟୁରଭଞ୍ଜ ରୁ ୭, ସୁନ୍ଦେରଗଡ ରୁ ୬, ବଲାଙ୍ଗୀର ରୁ ୧୧, ନୟାଗଡ ରୁ ୩, କେନ୍ଦୁଝର ରୁ ୫, ଢେଙ୍କାନାଳ ରୁ ୭, ଅନୁଗୁଳ ରୁ ୧, ସମ୍ବଲପୁର ରୁ ୧, ଦେଓଗଡ ୧ ଏବଂ ନବରଙ୍ଗପୁର ରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଅଃମ୍ପନ ଡିଉଟି ରେ ପଶ୍ଚିମବଙ୍ଗ ଯାଇଥିବା ଏନ ଡି ଆର ଏଫ୍ ର ୬ ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହେଇଛନ୍ତି I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ କୁ ବୃଦ୍ଧି ପାଇଛି I