ରାଜ୍ୟରୁ ଆଉ ୫ ସଂକ୍ରମିତ ଚିହ୍ନଟ,ଆକ୍ରାନ୍ତଂକ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଇ ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଂକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି I ତେବେ ରାଜ୍ୟରେ ସପ୍ତାହକ ମଧ୍ୟରେ ସଂକ୍ରାମିତଙ୍କ ସଂଖ୍ୟା ବଢି ୧୩ ରେ ପହଂଚିଥିବାରୁ ଚିନ୍ତା ବଢିଛି । କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ-୧କୁ ନେଇ ଏବେ ବଢ଼ିବାରେ ଲାଗିଛି ଭୟ । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ […]

Samaya Live Picture
Published On

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୫ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଇ ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଂକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି I ତେବେ ରାଜ୍ୟରେ ସପ୍ତାହକ ମଧ୍ୟରେ ସଂକ୍ରାମିତଙ୍କ ସଂଖ୍ୟା ବଢି ୧୩ ରେ ପହଂଚିଥିବାରୁ ଚିନ୍ତା ବଢିଛି । କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ-୧କୁ ନେଇ ଏବେ ବଢ଼ିବାରେ ଲାଗିଛି ଭୟ । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟର କୋଭିଡ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ କୋଭିଡ ଟେଷ୍ଟ ବଢାଇବାକୁ ପରାମର୍ଶ ଦିଆଯାଇଛି ।

Tags: