ରାଉରକେଲାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ରାଉରକେଲା : ଟ୍ରାକରୁ ଖସିଲା ଟ୍ରେନ । ରାଉରକେଲା ଡେଲି ମାର୍କେଟ ନିକଟରେ ଏକ ମାଲବାହୀ ଟ୍ରେନର ୨୦ ଟି ବଗି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍ଟି ବିଏସଏଲ କମ୍ପାନିର ଚୂନ ପଥର ନେଇ ଯାଉଥିବା ବେଳେ ଅଘଟଣ ଘଟିଛି। ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। ତେବେ ଏଥିରେ କୌଣସି ଧନ ଜୀବନ ହାନି ହୋଇନଥିବା ସୂଚନା ମିଳିଛି ।

Tags: