ମେଧାବୃତ୍ତି ପାଇଲେ ୨ ଛାତ୍ରୀ

ବାରିପଦା : ମେଧାବୃତ୍ତି ପାଇଲେ ବାରିପଦା ସଂସ୍କୃତ ମହାବିଦ୍ୟାଳୟର ଦୁଇ ଛାତ୍ରୀ I ଯୁକ୍ତ ୩ ଶାସ୍ତ୍ରୀର କୁମାରୀ ତୁଳସୀ ପାତ୍ର ଏବଂ ଯୁକ୍ତ ୨ ଉପଶାସ୍ତ୍ରୀର କୁମାରୀ ରୁପାଲୀ ବେହେରା I ସୂଚନାଯୋଗ୍ୟ ,ବାରିପଦା ବାଘରା ରୋଡ ସ୍ଥିତ କଲ୍ୟାଣୀ ପାଣିଗ୍ରହୀଙ୍କ ଦ୍ୱାରା ଏକ ଲକ୍ଷ ଟଂକାର ବାର୍ଷିକ ସୁଧରୁ ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି I ଉଭୟ ୨୦୨୨-୨୦୨୩ ବର୍ଷରେ ସର୍ବୋଚ୍ଚ ନମ୍ବର ରଖି ସରକାରୀ ସଂସ୍କୃତ ମହାବିଦ୍ୟାଳୟର ମେଧାବୃତ୍ତି ଗ୍ରହଣ କରିଛନ୍ତି I […]

Samaya Live Picture
Published On

ବାରିପଦା : ମେଧାବୃତ୍ତି ପାଇଲେ ବାରିପଦା ସଂସ୍କୃତ ମହାବିଦ୍ୟାଳୟର ଦୁଇ ଛାତ୍ରୀ I ଯୁକ୍ତ ୩ ଶାସ୍ତ୍ରୀର କୁମାରୀ ତୁଳସୀ ପାତ୍ର ଏବଂ ଯୁକ୍ତ ୨ ଉପଶାସ୍ତ୍ରୀର କୁମାରୀ ରୁପାଲୀ ବେହେରା I
ସୂଚନାଯୋଗ୍ୟ ,ବାରିପଦା ବାଘରା ରୋଡ ସ୍ଥିତ କଲ୍ୟାଣୀ ପାଣିଗ୍ରହୀଙ୍କ ଦ୍ୱାରା ଏକ ଲକ୍ଷ ଟଂକାର ବାର୍ଷିକ ସୁଧରୁ ଏହି ମେଧାବୃତ୍ତି ପ୍ରଦାନ କରାଯାଉଛି I ଉଭୟ ୨୦୨୨-୨୦୨୩ ବର୍ଷରେ ସର୍ବୋଚ୍ଚ ନମ୍ବର ରଖି ସରକାରୀ ସଂସ୍କୃତ ମହାବିଦ୍ୟାଳୟର ମେଧାବୃତ୍ତି ଗ୍ରହଣ କରିଛନ୍ତି I ମେଧାବୃତ୍ତି ଅନୁଷ୍ଠାନର ଅଧ୍ୟକ୍ଷା ଡ଼କ୍ଟର ଜୟଶ୍ରୀ ନନ୍ଦଙ୍କ ଠାରୁ ମେଧାବୃତ୍ତି ଗ୍ରହଣ କରିଛନ୍ତି I

Tags: