ଭୁବନେଶ୍ୱର ରେ ୪୮୩ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୨୯୫ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୬: ଭୁବନେଶ୍ୱର ରେ ୨୪ ଘଂଟାରେ ୪୮୩ ଜଣ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୨୯୫ କୁ ବୃଦ୍ଧି ପାଇଛି I ନୂଆ ଚିହ୍ନଟ ହେଇଥିବା ୪୮୩ ଟି କେଶ ମଧ୍ୟରୁ, ୨୦୫ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୨୭୮ ଟି ଲୋକାଲ କଂଟାକଟ କେଶ I ଆଜି ଭୁବନେଶ୍ୱର ରୁ ସୁସ୍ଥ ହେଇଛନ୍ତି ୩୫୪ ଜଣ କରୋନା ରୋଗୀ I […]

Samaya Live Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ୬: ଭୁବନେଶ୍ୱର ରେ ୨୪ ଘଂଟାରେ ୪୮୩ ଜଣ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୨୯୫ କୁ ବୃଦ୍ଧି ପାଇଛି I ନୂଆ ଚିହ୍ନଟ ହେଇଥିବା ୪୮୩ ଟି କେଶ ମଧ୍ୟରୁ, ୨୦୫ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୨୭୮ ଟି ଲୋକାଲ କଂଟାକଟ କେଶ I
ଆଜି ଭୁବନେଶ୍ୱର ରୁ ସୁସ୍ଥ ହେଇଛନ୍ତି ୩୫୪ ଜଣ କରୋନା ରୋଗୀ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ୮ ହଜାର ୨୨୧ ଜଣ ସୁସ୍ଥ ହେଲେ I
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁଯାଇ, ଏବେ ୫ ହଜାର ୧୪ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I
ଅନ୍ୟ ପକ୍ଷରେ, ଏ ପର୍ଯ୍ୟନ୍ତ ରାଜଧାନୀ ରେ ୪୮ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I

Clinical trials show that Cialis is a safe and effective drug to treat erectile dysfunction ED , benign prostatic hyperplasia BPH , or both. where to buy cialis over the counter in malaysia However, for some people, Cialis may not be a safe option.

Tags: