ଭୁବନେଶ୍ୱର ରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ୧୫ ଜଣ ସୁସ୍ଥ

ଭୁବନେଶ୍ୱର: ଜୁଲାଇ ୦୩: ଭୁବନେଶ୍ୱର ରେ ୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୦ ଟି Quarantine case ଥିବାବେଳେ, ବାକି ଚାରୋଟି local contact case I ଅନ୍ୟ ପକ୍ଷରେ, ଆଜି ସୁସ୍ଥ ହେଇଛନ୍ତି ୧୫ ଜଣ I ଆଜି ଚିହ୍ନଟ ହେଇଥିବା quarantine case ଗୁଡିକ ମଧ୍ୟରେ, ମଂଚେଶ୍ୱର ଅଂଚଳରୁ ୯ ଜଣ, ସାଲିଆ ସାହି ଶ୍ରୀକୃଷ୍ନ ନଗର ରୁ ୨ ଜଣ,ଶୈଳଶ୍ରୀ ବିହାର ଅଂଚଳରୁ ଜଣେ, ବରମୁଣ୍ଡା […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୦୩: ଭୁବନେଶ୍ୱର ରେ ୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୦ ଟି Quarantine case ଥିବାବେଳେ, ବାକି ଚାରୋଟି local contact case I ଅନ୍ୟ ପକ୍ଷରେ, ଆଜି ସୁସ୍ଥ ହେଇଛନ୍ତି ୧୫ ଜଣ I
ଆଜି ଚିହ୍ନଟ ହେଇଥିବା quarantine case ଗୁଡିକ ମଧ୍ୟରେ, ମଂଚେଶ୍ୱର ଅଂଚଳରୁ ୯ ଜଣ, ସାଲିଆ ସାହି ଶ୍ରୀକୃଷ୍ନ ନଗର ରୁ ୨ ଜଣ,ଶୈଳଶ୍ରୀ ବିହାର ଅଂଚଳରୁ ଜଣେ, ବରମୁଣ୍ଡା ହୋଉସିଂ ବୋର୍ଡ଼ କଲୋନୀ ଅଂଚଳରୁ ଜଣେ, ନୟାପଲ୍ଲୀ ଵାଲୀତୋଟା ସାହି ଅଂଚଳରୁ ଜଣେ, ଜଣେ ରେଲୱେ କର୍ମଚାରୀ, Airport କଲୋନୀ ରୁ ଜଣେ, ଖଣ୍ଡଗିରି କୋଳଥିଆ ଅଂଚଳରୁ ଜଣେ ଏବଂ quarantine ସେଣ୍ଟର ରେ ଥିବା ଅନ୍ୟ ଜିଲ୍ଲାର ୩ ଜଣ I
Local Contact Case ମଧ୍ୟରେ, ୩ ଜଣ ଘରୋଇ ହସ୍ପିଟାଲ ର କର୍ମଚାରୀ ଥିବାବେଳେ ଜଣେ ଖଣ୍ଡଗିରି ଅଂଚଳର ବୋଲି ଜଣାପଡିଛି I
ଏହାକୁ ମିଶାଇ, ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ମୋଟ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୨୧୬ ଜଣ ସୁସ୍ଥ ହେଇଥିବାବେଳେ, ୧୪୮ ଜଣ ଚିକିତ୍ସାଧୀନ ଅଛନ୍ତି I