ଭୁବନେଶ୍ୱର ପହଞ୍ଚିଲେ ଡ୍ରିମଗାର୍ଲ
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଡ୍ରିମଗାର୍ଲ ହେମାମାଳିନୀ I ସେ ସଲିଆସାହିରେ ବିଜେପିର ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବେ I ଏହା ସହ ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହେମା ମାଳିନୀ ଅପରାହ୍ନରେ ଉତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବେ ।

Tags: