ଫେବୃଆରୀ ୫-୧୩ ବିଧାନସଭା ଅଧିବେଶନ
ଭୁବନେଶ୍ୱର : ଫେବୃଆରୀ ୫ ରୁ ବସିବ ବିଧାନ ସଭା ଅଧିବେଶନ I ଏହି ଅଧିବେଶନ ୫ ରୁ ୧୩ ଯାଏଁ ଚାଲିବ I ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଥିବାବେଳେ ୮ ତାରିଖରେ କାମଚଳା ବଜେଟ ଆଗତ ହେବ I ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ I ଏହି ଅଧିବେଶନରେ ମୋଟ ୭ ଟି କାର୍ଯ୍ୟ ଦିବସ ରହିଛି I ଏନେଇ ଆଜି ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି I

Tags: