ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର : ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା I ବିଭିନ୍ନ ଆଡୁ ଆସୁଥିବା ସାଧୁ ସନ୍ଥଙ୍କ ସମିଳନୀରୁ ବେଦ ପାଠ ସହିତ ଭାଗବତ ଚର୍ଚ୍ଚାରେ ପ୍ରକମ୍ପିତ ହେବ ମେଳା ପଡିଆ I ସେହିପରି ଖଣ୍ଡଗିରି ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା ମହାସମର I ଏଥର ଖଣ୍ଡଗିରି ମେଳାକୁ ଆସୁଛନ୍ତି ଓଡ଼ିଶାର ୭ଟି ଯାତ୍ରା କମିଟିର ୧୩ଟି ବଛା ବଛା ଅପେରା ପାର୍ଟି । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ […]

Samaya Live Picture
Published On

ଭୁବନେଶ୍ୱର : ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା I ବିଭିନ୍ନ ଆଡୁ ଆସୁଥିବା ସାଧୁ ସନ୍ଥଙ୍କ ସମିଳନୀରୁ ବେଦ ପାଠ ସହିତ ଭାଗବତ ଚର୍ଚ୍ଚାରେ ପ୍ରକମ୍ପିତ ହେବ ମେଳା ପଡିଆ I ସେହିପରି ଖଣ୍ଡଗିରି ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା ମହାସମର I ଏଥର ଖଣ୍ଡଗିରି ମେଳାକୁ ଆସୁଛନ୍ତି ଓଡ଼ିଶାର ୭ଟି ଯାତ୍ରା କମିଟିର ୧୩ଟି ବଛା ବଛା ଅପେରା ପାର୍ଟି । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହେଲାଣି ସମଗ୍ର ଖଣ୍ଡଗିରି ଅଞ୍ଚଳ I

Tags: