ପୁରୀରେ ରୋଡ଼ ସୋ’ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖ ସୋମବାର ପୁରୀ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରାର୍ଥୀ ସମ୍ବିତ ପାତ୍ରସୂଚନା ଦେଇଛନ୍ତି। ୨୦ ତାରିଖ ସକାଳ ୭ଟାରେ ପୁରୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ଏହାପରେ ପୁରୀରେ ରୋଡ ଶୋ’ କରିବେ, ଲୋକଙ୍କୁ ଭେଟିବେ ବୋଲି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରକାଶ କରିଛନ୍ତି।

Samaya Live Picture
Published On

Tags: