ପିପିଲିରେ ବିଜେପି ପ୍ରାର୍ଥୀ ଆଗରେ

ଭୁବନେଶ୍ୱର : ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୮ ରାଉଣ୍ଡ ମଧ୍ୟରୁ ୩ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଏଠାରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୦ ହଜାର ୨୬୧ ଭୋଟ ପାଇ ୮୪୯ ଆଗରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ମହାରାଥୀ ୯୪୧୨ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜ୍ଞାନ ରଞ୍ଜନ ପଟ୍ଟନାୟକ ୩୫୧ ଭୋଟ ପାଇଛନ୍ତି।

Samaya Live Picture
Published On

Tags: