ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ
ବାରିପଦା : ପର୍ଯ୍ୟଟକଙ୍କ ପାଇଁ ପୁଣି ବୁଧବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ନଭେମ୍ବର ୨୬ ତାରିଖରୁ ପ୍ରାୟ ଏକମାସ ଧରି ସ୍ଥାନୀୟ ବାଷିନାଦଙ୍କ ବିଭିନ୍ନ ସମସ୍ୟା ନେଇ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ I ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ୩ ଗୋଟି ଗ୍ରାମ ପଞ୍ଚାୟତର ବାସିନ୍ଦାଙ୍କ ୫ଦଫା ଦାବି ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ କରି ରଖାଯାଇଥିଲା। ତେବେ ଶିମିଳିପାଳ ଅନ୍ତେବାସୀଙ୍କ ସହ ଅଭୟାରଣ୍ୟ କର୍ତ୍ତୃପକ୍ଷ […]
ବାରିପଦା : ପର୍ଯ୍ୟଟକଙ୍କ ପାଇଁ ପୁଣି ବୁଧବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ନଭେମ୍ବର ୨୬ ତାରିଖରୁ ପ୍ରାୟ ଏକମାସ ଧରି ସ୍ଥାନୀୟ ବାଷିନାଦଙ୍କ ବିଭିନ୍ନ ସମସ୍ୟା ନେଇ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ I
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ୩ ଗୋଟି ଗ୍ରାମ ପଞ୍ଚାୟତର ବାସିନ୍ଦାଙ୍କ ୫ଦଫା ଦାବି ନେଇ ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ କରି ରଖାଯାଇଥିଲା। ତେବେ ଶିମିଳିପାଳ ଅନ୍ତେବାସୀଙ୍କ ସହ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କର ମଙ୍ଗଳବାର ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା।




